୧୫ରୁ ପୁଣି ବର୍ଷା ସମ୍ଭାବନା ।

ତିନି ଦିନର ମେଘୁଆ ପାଗ ପରେ ଆଜିଠୁ ବଦଳିବ ରାଜ୍ୟର ପାଗ ।ହେଲେ ହୁଣି ୧୫ରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବ ପୁଣି ଫେରିବ ପଶ୍ଚିମା ଝଡ଼। ଆକାଶ ମେଘୁଆ ରହିବ ସହିତ ବର୍ଷା ହେବ ଓ ତାପମାତ୍ରା କମିବ ପରେ ବୋଲି , ଆକଳନ କରାଯାଉଛି, ରାଜ୍ୟରେ ୧୫ ତାରିଖରେ ମେଘୁଆ ପାଗ ରହିବା ସହ ୧୬ ତାରିଖରୁ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ୧୮ ଓ ୧୯ ତାରିଖରେ ବର୍ଷାର ମାତ୍ରା ଅଧିକ ରହିବ । ଆଜିଠୁ ତାପମାତ୍ରା ବଢ଼ିବ । ୧୫ ତାରିଖ ବେଳକୁ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଫଳରେ ପାଣିପାଗରେ ପରିବର୍ତ୍ତନ ହୋଇପାରେ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp