ସ୍ୱପ୍ନା ପତି ଫାଉଣ୍ଡେସନ ପାଳନ କରୁଛି ଦ୍ଵାଦଶତମ ହୋଲି |
ସ୍ୱପ୍ନା ପତି ହର୍ବଲ ହୋଲି ଏ ବର୍ଷ ତାର 12 ତମ ହର୍ବଲ ହୋଲି ଆସନ୍ତା 7 ତାରିଖରେ ହୋଟେଲ କଳିଙ୍ଗ ଠାରେ ସନ୍ଧ୍ୟା 5ଘଟିକା ରେ ଆରଂବ ହୋଇ ରାତି ୧୦ ପର୍ଯ୍ୟନ୍ତ ହେବା ର କାର୍ଯ୍ୟକ୍ରମ ରହିଛି, ଏ ବର୍ଷ ର ବିଶେଷ ଆକର୍ଷଣ ହେଉଛନ୍ତି ବଲିଉଡ ଅଭିନେତ୍ରୀ ଭାବେ ଅମିତା ରାଓ , ଡିଜେ ଭେନସ ଓ ସ୍ୱପ୍ନା ପତି ଙ୍କ ସହିତ ଓଡିଶା ବହୁ ନାମୀ ଦାମୀ କଳାକାର ତାଙ୍କର କାର୍ଯ୍ୟକ୍ରମ ପରିବେଷଣ କରିବେ ।ଏହି ହୋଲି ରେ ସବୁ ବର୍ଷ ଭଳି ଚନ୍ଦନ, ମୁଲତନ ମିଟି, ଟମାଟୋ ରସ ଆଦିରେ ଖେଳ ହେବ ।ଏହି ସାମ୍ବାଦିକ ସମ୍ମିଳନୀରେ ଅଭିନେତ୍ରୀ ସ୍ୱପ୍ନା ପତି, ପ୍ରଯୋଜକ ରାଜେଶ ମହାନ୍ତି, ସୂଚନା ଅଧିକାରୀ ଋଷି ପଟ୍ଟନାୟକ, ହର ପ୍ରାସାଦ ମହାପାତ୍ର, ରାକେଶ ମହାନ୍ତି,ମାନସ ଓଝା, ବିଶେଶ୍ୱର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।