ମୁହଁ ଖୋଲିଲେ ଜଗବନ୍ଧୁ ଚାନ୍ଦ କହିଲେ ଚକ୍ରାନ୍ତ କରି ଆମକୁ ଫସାଇଛନ୍ତି, ସମୟ ଆସିଲେ ସବୁ କଥା କହିବୁ

ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ କହିଛନ୍ତି । ତାଙ୍କୁ ଚକ୍ରାନ୍ତ କରି ଫସାଇ ଦିଆଯାଇଛି | ଶ୍ରଦ୍ଧାଞ୍ଜଳି ପଇସା ଲୋଭରେ ଆମ ବିରୋଧରେ ଏତଲା ଦେଇଛି । ଏହାପଛରେ ଆହୁରି ଅନେକ ଲୋକଙ୍କ ଆହୁରି ଅନେକ ଲୋକଙ୍କ ହାତ ଅଛି ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି |ଏଥିସହ ଜଗବନ୍ଧୁ କହିଛନ୍ତି, ସେମାନେ କାହାକୁ ଟଙ୍କା ମାଗି ନାହାନ୍ତି । ସମୟ ଆସିଲେ ସବୁ କଥା କହିବେ ।ଆଜି କ୍ୟାପିଟାଲ୍‌ ହସ୍ପିଟାଲକୁ ନିଆଯାଇଥିବା ବେଳେ ଗଣମାଧ୍ୟମ ଆଗରେ ଏଭଳି ମୁହଁରେ ଖୋଲିଛନ୍ତି ଜଗବନ୍ଧୁ । ପୂର୍ବରୁ ଏମିତି କିଛି କଥା କହି ରାଜ୍ୟରେ ହଟଚମଟ କରିଥିଲେ ଅର୍ଚ୍ଚନା ନାଗ । ଏବେ ମୁହଁ ଖୋଲିଛନ୍ତି ସ୍ୱାମୀ ଜଗବନ୍ଧୁ | ଆଜି କ୍ୟାପିଟାଲ୍‌ ହସ୍ପିଟାଲକୁ ନିଆଯାଇଥିବା ବେଳେ ଗଣମାଧ୍ୟମ ଆଗରେ ଏଭଳି ମୁହଁରେ ଖୋଲିଛନ୍ତି ଜଗବନ୍ଧୁ । ପୂର୍ବରୁ ଏମିତି କିଛି କଥା କହି ରାଜ୍ୟରେ ହଟଚମଟ କରିଥିଲେ ଅର୍ଚ୍ଚନା ନାଗ । ଏବେ ମୁହଁ ଖୋଲିଛନ୍ତି ସ୍ୱାମୀ ଜଗବନ୍ଧୁ |

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp