ଭୁବନେଶ୍ବର ସ୍ଥିତ ସରକାରୀ ବାସ ଭବନ ରେ ଅଗ୍ନିକାଣ୍ଡ

ଭୁବନେଶ୍ବର ୟୁନିଟ ୨ ସରକାରୀ କ୍ବାଟରରେ ନିଆଁ । ବାଣ ବିସ୍ଫୋରଣରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ନିଆଁକୁ ଆୟତ କରିଛି ଅଗ୍ନିଶମ ବିଭାଗ । ଆଜି ସକାଳ ୬.୩୦ ରେ ନିଆଁ ଲାଗିଥିବା କୁହାଯାଉଛି । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇନାହିଁ ବୋଲି କୁହାଯାଇଛି। ବଡ଼ ବିସ୍ପୋରକ ବାଣ ନଥିବା ସୂଚନା ମିଳିଛି

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp