ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ |
ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟରେ ବି ଭାରତୀୟ ସ୍ପିନରଙ୍କ ଯାଦୁ ଦେଖିବାକୁ ମିଳିଛି । ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ କମାଲ କରିଛନ୍ତି ଭାରତୀୟ ସ୍ପିନର ରବିନ୍ଦ୍ର ଜାଡେଜା । ଦ୍ୱିତୀୟ ଇନିଂସରେ ମାତ୍ର ୩୧.୧ ଓଭର ଖେଳି ଅଲଆଉଟ ହେଲା ଅଷ୍ଟ୍ରେଲିଆ । ରବିନ୍ଦ୍ର ଜାଡେଜା ସର୍ବାଧିକ ୭ ଓ୍ଵିକେଟ ନେଇଥିବା ବେଳ ଅଶ୍ୱିନ ୩ଟି ଓ୍ଵିକେଟ ନେଇଛନ୍ତି । ଜାଡେଜା ୪୨ ରନରେ ୭ଟି ଓ୍ଵିକେଟ ନେଇଛନ୍ତି । ତୃତୀୟ ଦିନରେ ବି ସ୍ପିନରଙ୍କ ଦବଦବା ଦେଖିବାକୁ ମିଳିଥିଲା। ମ୍ୟାଚରେ ରବୀନ୍ଦ୍ର ଜାଡେଜା ଓ ଆର ଅଶ୍ୱିନୀଙ୍କ ବୋଲିଂ ଯାଦୁ ଦେଖିବାକୁ ମିଳିଲା ।ରବୀନ୍ଦ୍ର ଜାଡେଜା ୭ଟି ଓ୍ଵିକେଟ ନେଇଥିବା ବେଳେ ଆର ଅଶ୍ୱିନ ୩ଟି ଓ୍ଵିକେଟ ନେଇଛନ୍ତି । ରୋମାଞ୍ଚକର ସ୍ଥିତିରେ ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ । ପିଚ୍ରେ ସ୍ପିନରଙ୍କ ଦବ୍ଦବା ଜାରି ରହିଛି । ମାତ୍ର ୨୮ ରନରେ ୭ଟି ଓ୍ଵିକେଟ ହରାଇଲା ଅଷ୍ଟ୍ରେଲିଆ ।