ବାଙ୍ଗିରିପୋଷି ନାବାଳିକା ଦୁଷ୍କର୍ମ ମାମଲା |

ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁଷ୍କର୍ମ ମାମଲା |ଅପଣ ବୋଧହୁଏ ଜେବିଥିବେ ବାଙ୍ଗିରିପୋଷି ନାବାଳିକା ଦୁଷ୍କର୍ମ ମାମଲା ରାୟ ପ୍ରକାଶ । ଅଭିଯୁକ୍ତ କାହ୍ନୁ ସିଂ କୁ ୧୦ ବର୍ଷ ଜେଲ ଓ ୫ ହଜାର ଟଙ୍କା ଜରିମାନା ଶୁଣାଣି ହୋଇଛି। ଏଥିସହିତ ଅନାଦେୟ ଅଧିକ ୧ ମାସ କାରା ଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ସୁମିତା ଜେନା। ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଗୋଷାଣିପାଳ ଗ୍ରାମର କାହ୍ନୁ ସିଂ କୁ ଦଣ୍ଡାଦେଶ। ୨୦୧୮ ମସିହାରେ ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାର କରି ରାୟ ଶୁଣାଇଛନ୍ତି ମାନ୍ୟବର କୋର୍ଟ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp