ପୋଲିସ କନେଷ୍ଟବଳ ଚାକିରି କରାଇଦେବା ନାଁ ରେ ଠକେଇ ,ଗିରଫ ହେଲେ ଠକ

ରାଜଧାନୀ ଭୁବନେଶ୍ୱରରେ କନେଷ୍ଟବଳ ଚାକିରୀ କରାଇଦେବା ନାଁ ରେ ଠକେଇ । ମୟୂରଭଞ୍ଜ ରାଇରଙ୍ଗପୁର ଅଞ୍ଚଳର ଠକ ଦେବବ୍ରତକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ । ଲୋକଙ୍କ ତାଙ୍କ ରେ ଗାଡିକିଣି ଅୟସ କରୁଥିଲା ଠକ ଦେବବ୍ରତ । କନେଷ୍ଟବଳ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଆଶାୟୀଙ୍କଠାରୁ ଠକି ନେଉଥିଲା । ରାଜଧାନୀ ରେ D2S Consultancy ସଂସ୍ଥା ଖୋଲି ଦେବବ୍ରତ ଆଶାୟୀ ଙ୍କୁ ଚାକିରି ଦେବାକୁ କହୁଥିଲା । ଏନେଇ ଅଭିଯୋଗ ପରେ ଦେବବ୍ରତକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp