ପୂର୍ବାନୁମାନ ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା |
ଟ୍ରପିକାଲ ସାଇକ୍ଲୋନ 03B ବୋଲି କହିଛି ଜେଟିଡବ୍ଲ୍ୟୁସି । ତେବେ ଭାରତୀୟ ପାଣିପାଗ ବିଭାଗ ଏହାକୁ ୱେଲ ମାର୍କଡ ଲୋ ପ୍ରେସର ଭାବେ ସକ୍ରିୟ ଥିବା କହିଛି । ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ େଓ୍ଵଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି ।ଆରବ ସାଗରରେ ବାତ୍ୟା ଭୟଙ୍କର ରୂପ ଧାରଣ କରି ଆଗକୁ ବଢୁଥିବା ବେଳେ ବଙ୍ଗୋପସାଗରରେ ବାତ୍ୟା ଆଲର୍ଟ । ସମ୍ଭାବ୍ୟ ବାତ୍ୟା ନେଇ ପୂର୍ବାନୁମାନ କରିଛି ଆମେରିକୀୟ ନୌସେନାର ପାଣିପାଗ ସଂସ୍ଥା ଜଏଣ୍ଟ ଟାଇଫୁନ ୱାର୍ଣ୍ଣିଂ ସେଣ୍ଟର । ଟ୍ରପିକାଲ ସାଇକ୍ଲୋନ 03B ବୋଲି କହିଛି ଜେଟିଡବ୍ଲ୍ୟୁସି ।
ତେବେ ଭାରତୀୟ ପାଣିପାଗ ବିଭାଗ ଏହାକୁ ୱେଲ ମାର୍କଡ ଲୋ ପ୍ରେସର ଭାବେ ସକ୍ରିୟ ଥିବା କହିଛି । ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ େଓ୍ଵଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ଏହା କ୍ରମଶଃ ଉତ୍ତର ପୂର୍ବ ଦିଗରେ ଗତି କରି ମିଆଁମାର, ବାଂଲାଦେଶ ମୁହାଁ ହେବ ।