ନିର୍ଦୋଷ ରେ ଖଲାସ ହେଲେ ଧଳ ସାମନ୍ତ ଭ୍ରାତା

କଟକ ମାଲଗୋଦାମର ଡାଲି ବ୍ୟବସାୟୀ ମହମ୍ମଦ ଫାରୁକ ହତ୍ୟାକାଣ୍ଡ ଘଟଣାରେ ଦୋଷ ମୁକ୍ତ ହୋଇଛନ୍ତି ଧଳା ସାମନ୍ତ ଭ୍ରାତା | 2014 ମସିହା ନଭେମ୍ବର ମାସ 12 ତାରିଖରେ ଫାରୁକଙ୍କୁ ଗୁଳି କରି ହତ୍ୟା କରି ଥିଲେ ଦୁବୃତ୍ତ | ଏହି ହତ୍ୟାକାଣ୍ଡରେ ଧଳ ଭ୍ରାତାଙ୍କର କୌଣସି ସମ୍ପୃକ୍ତି ନଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଏହି ମାମଲାରେ ଗିରଫ କରିଥିଲା | ତଥ୍ୟ ପ୍ରମାଣ ଅଭାବରୁ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ସହ ଆରିଫ ଖାନକୁ ମଧ୍ୟ ନିର୍ଦୋଷ ରେ ଖଲାସ କରିଛନ୍ତି କଟକ ଜିଲ୍ଲା ଦୌରା ଜଜ କୋର୍ଟ । ଏହି ମାମଲାରେ ଅନ୍ୟ ଡି ବ୍ରଦର୍ଶ ଙ୍କ ଆଇନଜୀବୀ ପ୍ରତିକ୍ରିୟା ଦେଇକହିଛନ୍ତି ମୃତ ଫାରୁକଙ୍କ ପରିବାରବର୍ଗ ଡି ବ୍ରଦର୍ଶ ଙ୍କ ନାଁ ନେଇନାହାନ୍ତି କହିଛନ୍ତି ଆଇନଜୀବୀ। ଜଣେ ଅଭିଯୁକ୍ତ ଫେରାର ରହିଛି | ଡି ବ୍ରଦର୍ଶ ଙ୍କ ଆଇନଜୀବୀ ପ୍ରତିକ୍ରିୟା ଦେଇକହିଛନ୍ତି ମୃତ ଫାରୁକଙ୍କ ପରିବାରବର୍ଗ ଡି ବ୍ରଦର୍ଶ ଙ୍କ ନାଁ ଧରିନାହାନ୍ତି ବୋଲି କହିଛନ୍ତି ଆଇନଜୀବୀ |

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp