ନିଖୋଜ ବ୍ୟକ୍ତି ଙ୍କ ସମ୍ପର୍କ ରେ ସୂଚନା ମିଳିଲେ ଯୋଗାଯୋଗ କରନ୍ତୁ
ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅନ୍ତର୍ଗତ ସାହସପୁର ଗ୍ରାମର ଚେରୁ ବିଶୋଇ l ଚେରୁ ଜଣେ ମାନସିକ ରୋଗୀ ଅଟନ୍ତି ସେ ଗତ କିଛିଦିନ ତଳୁ ନିଖୋଜ ଅଛନ୍ତି l ଯଦି କେହି ସହୃଦୟ ବ୍ୟକ୍ତି ଚେରୁ ବିଷୋୟୀଙ୍କୁ ଦେଖନ୍ତି କିମ୍ବା ତାଙ୍କର ଅନୁସନ୍ଧାନ ପାଆନ୍ତି ତାହାଲେ 6352621991 ଏବଂ 8141807771 ନମ୍ବର ରେ ଯୋଗାଯୋଗ କରି ତାଙ୍କୁ ଖୋଜି ପାଇବାରେ ସାହାର୍ଯ୍ୟ କରନ୍ତୁ ବୋଲି ତାଙ୍କ ସ୍ତ୍ରୀ ଝୁମୁରି ଓ ସାନ ଭାଇ ପପୁନ ଅନୁରୋଧ କରିଛନ୍ତି l
