ନବୀନଙ୍କୁ ନ୍ୟାୟ ମାଗିଲେ ସୋମାଲିକା !

ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟଶଙ୍କରଙ୍କ ବାନ୍ଧବୀ ସୋମାଲିକାଙ୍କ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ; ଆପଣ ସବୁବେଳେ ମହିଳା ସଶକ୍ତୀକରଣ ସପକ୍ଷରେ କହି ଆସିଛନ୍ତି, ମୁଁ କ’ଣ ଜଣେ ମହିଳା ନୁହେଁ କି ? କହିଛନ୍ତି ମୁଁ ନ୍ୟାୟ ପାଇଁ ସଂଘର୍ଷ କରୁଛି, ତିର୍ତ୍ତୋଲ ବିଧାୟକଙ୍କ ନାଁରେ ଜାମିନ ବୀହିନ ଅପରାଧ ରହିଛି, ସେ କାଠ ଗଡ଼ାକୁ ଆସିବେ ବୋଲି ସୋମାଲିକା ପ୍ରଶ୍ନ କରିଛନ୍ତି

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp