ନକ୍ସଲ ଗୁଳିରେ ଡିଆରଜି ଯବାନ ୩ ସହିଦ ଏବଂ ୨ ଗୁରୁତର |

ନକ୍ସଲ ଗୁଳିରେ ହୋଇଗେଲେ ୩ଯବାନ ସହୀଦ, ୨ ଗୁରୁତର ଆହତ ହୋଇଥିବାବେଳେ।ସୂଚନା ଅନୁସାରେ ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲକୁ ନିଆଯାଇଛି । ଛତିଶଗଡ଼ ସୁକୁମାରେ ଡିଆରଜି ଯବାନମାନେ ସର୍ଚ୍ଚ ଅପରେସନ କରୁଥିବାବେଳେ ସେମାନେ ମାଓବାଦୀଙ୍କ ଅମ୍ବୁସରେ ଫସି ଯାଇଥିଲେ । ଯବାନମାନେ ମାଓବାଦୀଙ୍କ ଅମ୍ବୁସରେ ଫଶିଯିବା ପରେ, ସୁଯୋଗ ଦେଖି ସେମାନଙ୍କ ଉପରକୁ ଗୁଳି ମାଡ କରିଥିଲେ ଛକି ରହିଥିବା ଲାଲ ବାହିନୀ । ତାପରେ ଦୁଇ ପକ୍ଷ ମଧ୍ୟରେ କୁନ୍ଦେଡ ଓ ଜଗରଗୁଣ୍ଡା ଜଙ୍ଗଲରେ ଗୁଳିବିନିମୟ ହୋଇଛି । ଗୁଳିବିନିମୟ ପରେ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp