ଥାଇରଡ ସମସ୍ୟାକୁ ଦୂର କରନ୍ତୁ ଏପରି ।

ଯଦି ଆପଣ ହଟାତ ଅନୁଭବ କରନ୍ତି କି ଆପଣଙ୍କ ଓଜନ କ୍ରମାଗତ ଭାବେ କମି ବାକୁ ଲାଗୁଛି , ମୁହଁ ଫୁଲି ଯାଉଛି ବା ଓଜନ ବଢିବାକୁ ଲାଗିଛି ତାହାଲେ ଆପଣ ଜାଣିବେ ଯେ ଆପଣଙ୍କୁ ଥାଇରେଡ ହୋଇଛି ।ଆଉ ଯଦି ଆପଣଙ୍କ ହେୟାର ଫଲ ହୁଏ ତେବେ ଏହା ମଧ୍ୟ ଥାଇରେଡର ସଂକେତ ହୋଇଥାଏ ।
ଆଜି ଆମେ ଜାଣିବା ଥାଇରେଡ କଣ ଆଉ ତାହାର ନିରାକରଣ କିପରି ହୋଇଥାଏ । ସାଧାରଣତଃ ମନରେ ପ୍ରଶ୍ନ ଉଠେ ଥାଇରେଡ କେତେ ପ୍ରକାର ତାର ଲକ୍ଷଣ କଣ ଆଉ ତାହାକୁ ଆମେ ଘରେ କିପରି ଠିକ କରି ପାରିବା ।

ଥାଇରେଡ ଦୁଇ ପ୍ରକାର ହାଇପୋ ଥାଇରେଡ , ହାଇପର ଥାଇରେଡ , ଥାଇରେଡ ହେବାର କାରଣ ହେଉଛି । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଲେ
ଶରୀରରେ ହରୋମନ ଇନ ବାଲାନ୍ସ ହେଲେ ଏହି ରୋଗ ଗ୍ରାସ କରିଥାଏ । ଏହି ରୋଗ ଅଧିକାଂଶ ମହିଳା ମାନଙ୍କ କ୍ଷେତ୍ରରେ ଦେଖାଯାଏ ।

ହାଇପୋଥାଇରେଡ ଲକ୍ଷଣ ହେଉଛି।

ହାଇପୋ ଥାଇରେଡ ହେଲେ ଭୋକ କମ ଲାଗିବ ଆଉ ଓଜନ ବୃଦ୍ଧି ପାଇବ, ବିରକ୍ତ ଲାଗିବା ସହ ହେୟାର ଫଲ ହେବ ,ଝାଳ କମ ବୋହିବ , ର୍ଦୁବଳ ଲାଗିବ, ସ୍ପନ୍ଦନ କମି ଯିବ , ସ୍ମରଣ ଶକ୍ତି କମି ଯାବ, ଆଉ ନାରୀ ମାନଙ୍କ କ୍ଷେତ୍ର ରେ ରୂତୁ ସ୍ରାବ ମଧ୍ୟ ସମସ୍ୟା ଦେଖିବାକୁ ମିଳିବ।
ହାଇପର ଥାଇରେଡ ଲକ୍ଷଣ
ଯେତେବେଳେ ଆମେ ହାଇପୋଥାଇରେଡ ପାଇଁ ଅଧିକ ମେଡ଼ିସିନ ଖାଆନ୍ତି ସେତେବେଳେ ହାଇପର ଥାଇରେଡ ହୁଏ । ଏହାର ଲକ୍ଷଣ ହେଉଛି
ଭୋକ ଅଧିକ ହେବ , ଓଜନ କମି ଜବା , ଝାଳ ଅଧିକ ବୋହିବା , ହାର୍ଟ ବିଟ ବଢିବା ,

ଥାଇରେଡ ଟେଷ୍ଟ ଆମେ ଖାଲି ପେଟରେ ରକ୍ତ ପରୀକ୍ଷା କଲେ ଜାଣିପାରିବା । ତେବେ ଏହି ଲକ୍ଷଣ ଜାଣି ତୁରନ୍ତ ଏହାର ଚିକିତ୍ସା କଲେ ଆମେ ଏହି ରୋଗକୁ ନିଜ ପାଖରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ଦେଇ ପାରିବା ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp