ଡାଳିମ୍ବର ଉପକାରିତା ।

ଜାଣିଛନ୍ତି କି ଡାଳିମ୍ବ ଖାଇବା ଦ୍ଵାରା ଆମକୁ କେଉଁ ପ୍ରକାର ଲାଭ ମିଳିଥାଏ। ଆଉ ଏହା ଆମ ଶରୀରରେ କିପରି ଅନେକ ରୋଗକୁ ଭଲ କରିଥାଏ ।

ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା ।
ଆଣ୍ଟି ଅକ୍ସିଡେଣ୍ଟ କହିଲେ ଆମେ ମିନେରାଲ ,ଭିଟାମିନ୍ସକୁ ବୁଝି ଥାଉ । ଆଣ୍ଟିଅକ୍ସିଡେଣ୍ଟ ଆମେ କୌଣସି ମେଡିସିନ ନ ଖାଇବି ଡାଳିମ୍ବରୁ ପାଇ ପାରିବା
ଆଣ୍ଟିଆକ୍ସିଡେଣ୍ଟ ଆମ ଶରୀର ରେ କେଉଁ ପ୍ରକାର କାର୍ଯ୍ୟ କରିଥାଏ ଜାଣନ୍ତୁ ।
ଏହା ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତି କୁ ବଢାଇଥାଏ।
2-ଶରୀର ର ଲୌହିତ ରକ୍ତ କଣିକା କୁ ବୃଦ୍ଧି କରିଥାଏ ।
3-ଆମ ଶରୀରରେ ବାହାରର କୌଣସି କେମିକାଲ ସାଇଡ ଡିଫେକ୍ଟରୁ ରକ୍ଷା କରେ ।
4-ସୂର୍ଯ୍ଯ କିରଣ ରୁ ହେଉଥିବା ହାନି କାରକ ରୋଗ ରୁ ରକ୍ଷା କରେ ।
5-ଆମ ଶରୀର ରେ ଥିବା ଏକଷ୍ଟ୍ରା ବେକ୍ଟେରିଆ କୁ ନଷ୍ଟ କରି ଦିଏ ।

ସବୁଠୁ ଅଧିକ ଡାଳିମ୍ବ ରେ ଆଣ୍ଟି ଆକ୍ସିଡେଣ୍ଟ ଥାଏ ,ଡାଳିମ୍ବରେ ଭିଟାମିନ c ର ମାତ୍ରା ମଧ୍ୟ ଅଧିକ ଥାଏ ।
ଡାଳିମ୍ବରୁ ଆମ ଶରୀର କୁ ଫଲିକ ଏସିଡ ବି ମିଳେ ର୍ଗଭବତୀ ଥିବା ସ୍ତ୍ରୀ ଲୋକ ଏହାକୁ ଖାଇବା ଉଚିତ ।
ଆଉ କିଏ ସ୍ୱାସ୍ଥ୍ୟ କମେଇବାକୁ ଚାହିଁଲେ ବି ଡାଳିମ୍ବ ଖାଇଲେ ତାହାର ଲାଭ ପାଇ ପାରିବେ।
ଡାଳିମ୍ବ ଖାଇବା ଦ୍ଵାରା ବ୍ଲଡ ପ୍ରେସର କମ ଥିବା ବ୍ୟକ୍ତି ମଧ୍ୟ ଠିକ ହୋଇଯାଇଥାନ୍ତି ।
ହାର୍ଟରେ ବ୍ଲକେଜ ଥିଲେ ଡାଳିମ୍ବ ଖାଇବା ଦ୍ଵାରା ଭଲ ହୋଇଯାଏ ।
ଡାଳିମ୍ବ ହୃଦଘାତ ରୋଗରେ ପିଡୀତ ଲୋକ ଖାଇବା ଆବଶ୍ୟକ । ଏବଂ ଡାଳିମ୍ବ ଖାଇବା ଦ୍ଵାରା ଆମ ଦନ୍ତ ମଜବୁତ ହୁଏ ।
ଡାଳିମ୍ବ ଖାଇବା ଦ୍ଵାରା ଆମ ପେଟ ସମସ୍ଯା ଦୂର ହୁଏ ଯେମିତିକି ଆମକୁ ଏସିଡିଟିରୁ ରକ୍ଷା କରେ ।
ଡାଳିମ୍ବ ଖାଇବା ଦ୍ଵାରା ଡାଇବେଟିସ କଣ୍ଟ୍ରୋଲ ହୁଏ
ଡାଳିମ୍ବ ଖାଇଲେ ହଜମ ପ୍ରକ୍ରିୟା ଠିକ ହୁଏ
ସବୁଠୁ ଭଲ କଥା ଆମ ସ୍କିନ କୁ ଗ୍ଲୋ ବି କରିଥାଏ ତେବେ ଡାଲିମ୍ବ ଖାଇବା ଦ୍ୱାରା ଆମକୁ ଏହି ସବୁ ଲାଭ ମିଳିଥାଏ। ତେବେ ଡ଼ାଳିମ୍ବ ଖାଆନ୍ତୁ ଅନେକ ରୋଗକୁ ନିଜଠୁ ଦୁରେଇ ରଖନ୍ତୁ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp