ଜେମସ ଗନଙ୍କ Guardians of The Gallaxy Vol.3 ବକ୍ସ ଅଫିସ $500 ମିଲିଅନ clubରେ ସାମିଲ
Marvelsର Guardians of Gallaxy Vol.3 ମେ 5 ତାରିଖରେ ସିନେମା ଘରକୁ ଆସିଥିଲା ଏବଂ ଦର୍ଶକ ମାନଙ୍କ ମଧ୍ୟରେ ଖୁବ ଆଦୃତ ହୋଇଥିଲା | ଏହି ଫିଲ୍ମଟି Guradians ଫିଲ୍ମ ସିରିଜ ର ଶେଷ ଫିଲ୍ମ ଥିଲା ବୋଲି ମଧ୍ୟ କୁହାଯାଉଛି | ସେଥିପାଇଁ ଦର୍ଶକ ମାନଙ୍କ ମଧ୍ୟରେ ଏହା ଲୋକପ୍ରିୟ ହୋଇପାରିଛି |
Guardians of The Gallaxy Vol.3 ର ଦ୍ଵିତୀୟ ସପ୍ତାହର କଲେକ୍ସନ $60.5 ମିଲିଅନ ଡଲାର ରହିଥିଲା | ବର୍ତ୍ତମାନ ଏହାର worldwide କଲେକ୍ସନ 528 ମିଲିଅନ ଡଲାରରେ ପହଁଚିଛି | ତେବେ ଏହାର domestic କଲେକ୍ସନ୍ସ 213 ମିଲିଅନ ଡଲାର |
ଏଠାରେ ସୂଚନା ଯୋଗ୍ୟ ଏହି ଫିଲ୍ମ ଟି Marvel ର ପୂର୍ବ ଫିଲ୍ମ Antman and The Wasp: Quantumaniaକୁ କଲେକ୍ସନ ମାମଲାରେ ପଛରେ ପକାଇଦେଇଛି |
ତେବେ ଏହି ଫିଲ୍ମଟି ଆସନ୍ତା ସପ୍ତାହ ସୁଦ୍ଧା 600 ମିଲିଅନ ଡଲାର କଲେକ୍ସନ କରିବ ବୋଲି କୁହାଯାଉଛି |