ଚୀନର ନୂଆ ପ୍ରଧାନମନ୍ତ୍ରୀ ହେଲେ ଲି ଛିୟାଙ୍ଗ |

ଚୀନରେ ନୂଆ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଚୀନର ସି ଜିନପିଙ୍ଗ ହେବା ସହିତ ଏବେ ଚୀନରେ ଦେଖିବାକୁ ମିଳିଛି ନେତୃତ୍ୱରେ ପରିବର୍ତ୍ତନ । ଏହି କ୍ରମରେ ଲି ଛିୟାଙ୍ଗ ଚୀନର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ତେବେ ଝୋଜିୟାଙ୍ଗର ଗର୍ଭଣ୍ଣର ତଥା ସଂଘାଇରେ ପାର୍ଟି ପ୍ରମୁଖ ରହିଥିବା ଝିୟାଙ୍ଗ ସି ଜିନପିଙ୍ଗଙ୍କ ବେଶ ନିକଟତର ବୋଲି ଚର୍ଚ୍ଚା ହୁଏ ।ଲି ଛିୟାଙ୍ଗଙ୍କ ଛବି ଜଣେ ପ୍ରୋ ବିଜନେସ୍ ଲିଡର ଭାବେ ରହିଆସିଛି । ଗତ ଅକ୍ଟୋବର ମାସରେ ଚୀନ୍ ସଂସଦରେ ବସିଥିବା ନ୍ୟାସନାଲ ପିପୁଲ୍ସ ପାର୍ଟିର ବୈଠକରେ ଝିୟାଙ୍ଗଙ୍କୁ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ଭାବେ ନାମିତ କରାଯାଇଛି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp