ଘର ଭିତରୁ ମିଳିଲା ପରିବାରର ୪ ଜଣଙ୍କ ମୃତଦେହ

ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଝିକଝିକି ଗାଁରେ ଘଟିଛି ଅଭାବନୀୟ ଘଟଣା। ଗୋଟିଏ ଘର ଭିତରୁ ୪ ଜଣଙ୍କ ମୃତଦେହ ଠାବ ହୋଇଛି । ହତ୍ୟା ସନ୍ଦେହ କରାଯାଉଛି । ତେବେ ଘଟଣାର କାରଣ ଅସ୍ପଷ୍ଟ ରହିଛି। ଚାରି ମୃତଦେହ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି। । ଘଟଣାସ୍ଥଳରେ ଭଟଲି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp