ଓଡ଼ିଶାରେ ବଢୁଛି କୋରନା ସଂକ୍ରମଣ |

ଓଡ଼ିଶାରେ ବଢୁଛି କୋରନା ସଂକ୍ରମଣ | ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୦୮ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୨୦୪ । ଏହି ସମୟରେ ମୋଟ୍‌ ୫ହଜାର ୯୩୧ କୋଭିଡ୍‌ ଟେଷ୍ଟ ହୋଇଛି ।ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌ । ମୃତ ୭୦ ବର୍ଷୀୟ ବୃଦ୍ଧ ସୁବର୍ଣ୍ଣପୁରର ହୋଇଥିବା ସୂଚନା । ବୃଦ୍ଧ ଜଣକ ଅନ୍ୟ ରୋଗରେ ପୀଡିତ ଥିଲେ । ସୁସ୍ଥ ହୋଇଛନ୍ତି ୯୭ ଆକ୍ରାନ୍ତ । ଏବେ ରାଜ୍ୟରେ ଆକ୍ଟିଭ୍‌ କେସ୍‌ ସଂଖ୍ୟା ୧୫ଶହ ୫କୁ ବୃଦ୍ଧି ହୋଇଛି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp