ଓଡ଼ିଆ ଜାତିର ଗର୍ବ ଓ ଗୌରବର ଦିବସ ।

ଆଜି ହେଉଛି ଉତ୍କଳ ଦିବସ ।ଓଡ଼ିଆ ଜାତିର ଗର୍ବ ଓ ଗୌରବର ଦିବସ ।ଆମ ରାଜ୍ୟ, ଆମ ମାଟି, ଆମ ଗର୍ବ, ଆଉ ଗୌରବ ହେଉଛି ଓଡିଶା । ଆଜିର ଦିନରେ ଆମ ଦେଶ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା । ତେଣୁ କ୍ୟାଲେଣ୍ଡରରେ ଏପ୍ରିଲ ୧ ଆସିଲେ ପ୍ରତ୍ୟକଟି ଓଡ଼ିଆଙ୍କ ମନରେ ଓଡିଶାକୁ ନେଇ ଅଧିକ ଗର୍ବ ସୃଷ୍ଟିହୁଏ । ଓଡିଶା ହେଉଛି ସେହି ରାଜ୍ୟ ଯାହା ସାରା ଭାରତ ବର୍ଷରେ ସର୍ବ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ମାନ୍ୟତା ପାଇଥିଲା । ସାରା ଭାରତରେ ସବୁଠୁ ସ୍ୱତନ୍ତ୍ର ହେଉଛି ଆମ ଓଡିଶା କାରଣ ଏହା ସମଗ୍ର ଭାରତରେ ଭିତରେ ଆମ ଓଡ଼ିଶାର ରାଜ୍ୟର ଭାଷା ହେଉଛି ଖୁବ ସ୍ୱତନ୍ତ୍ର ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp