ଆଜି ତାରିଖ ଘୋଷଣା ହେବ ମାଟ୍ରିକ ରେଜଲ୍ଟର

ଆଜି ଘୋଷଣା ହେବ ମାଟ୍ରିକ ରେଜଲ୍ଟ ତାରିଖ । ଦିନ ୧୧.୩୦ରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରେସ୍‌ମିଟ । ପ୍ରେସ୍‌ମିଟରେ ତାରିଖ ଘୋଷଣା କରିବେ ବୋର୍ଡ କର୍ତ୍ତୃପକ୍ଷ । ମାର୍ଚ୍ଚ ୧୦ରୁ ୨୦ ପର୍ଯ୍ୟନ୍ତ ହୋଇଥିଲା ସମ୍ମେଟିଭ୍‌-୨ ପରୀକ୍ଷା । ପରୀକ୍ଷା ଦେଇଥିଲେ ୫ ଲକ୍ଷ ୪୧ ହଜାର ୨୪୭ ପରୀକ୍ଷାର୍ଥୀ । ୩୨୧୮ ପରୀକ୍ଷାକେନ୍ଦ୍ରରେ ହୋଇଥିଲା ପରୀକ୍ଷା ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp