ଆଜି ଆଇପିଏଲ୍ରୁ ଦୁଇଟି ମ୍ୟାଚ୍ |
ଆଜି ଆଇପିଏଲ୍ରୁ ଦୁଇଟି ମ୍ୟାଚ୍ ଖେଳାଯିବ। ଗୁଜରାଟ ଦୁଇଟି ମ୍ୟାଚରୁ ଦୁଇଟି ଜିତି ୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। କେକେଆର ଦୁଇଟି ମ୍ୟାଚ୍ରୁ ଗୋଟିଏ ଜିତି ଦୁଇ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି। ଅହମ୍ମଦାବାଦରେ ଗୁଜରାଟ ଟାଇଟନ୍ସ ଓ କୋଲକାତା ନାଇଟ୍ ରାଇଡରସ ମଧ୍ୟରେ ରହିଛି ପ୍ରଥମ ମ୍ୟାଚ୍। ଗୁଜରାଟ ଦୁଇଟି ମ୍ୟାଚରୁ ଦୁଇଟି ଜିତି ୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। କେକେଆର ଦୁଇଟି ମ୍ୟାଚ୍ରୁ ଗୋଟିଏ ଜିତି ଦୁଇ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି।
ସେପଟେ ହାଇଦ୍ରାବାଦରେ ଖେଳାଯିବ ପଞ୍ଜାବ ଓ ହାଇଦ୍ରବାଦ୍ ମ୍ୟାଚ୍। ପଞ୍ଜାବ ଦୁଇଟି ମ୍ୟାଚ୍ରୁ ଦୁଇଟି ଜିତି ୪ ପଏଣ୍ଟ ସହ ପଞ୍ଚମସ୍ଥାନରେ ରହିଛି। ହାଇଦ୍ରାବାଦ ପ୍ରଥମ ଦୁଇଟି ମ୍ୟାଚ୍ ହାରି ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି। ହାଇଦ୍ରାବାଦ୍ ତାର ପ୍ରଥମ ବିଜୟକୁ ଅପେକ୍ଷା କରିଛି। ସେପଟେ ପଞ୍ଜାବ କ୍ୟାପ୍ଟେନ୍ କେ. ଏଲ ରାହୁଲ ମ୍ୟାଚ୍ ଜିିତି, ଲଗାତର ତୃତୀୟ ବିଜୟ ପାଇଁ ଲକ୍ଷ ରଖିଛନ୍ତି।