ଆଇପିଏଲରୁ ବାଦ୍‌ ପଡିଲେ ଜୋଫ୍ରା ଆର୍ଚର :ମୁମ୍ବାଇ କୁ ବଡ଼ ଝଟକା

ଆଇପିଏଲ୍‌ ୨୦୨୩ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିଲା ବଡ ଝଟକା । ଟିମରୁ ବାଦ୍‌ ପଡିଲେ ପ୍ରମୁଖ ବୋଲର ଜୋଫ୍ରା ଆର୍ଚର । ମୁମ୍ବାଇ ଜୋଫ୍ରାଙ୍କୁ ୮ କୋଟି ଟଙ୍କାରେ କିଣିଥିଲା । ଜୋଫ୍ରା ଟିମରୁ ବାଦ୍‌ ପଡିବା ପରେ ତାଙ୍କ ସ୍ଥାନରେ କ୍ରିସ ଜୋର୍ଡନ ସାମିଲ ହୋଇଛନ୍ତି । ଟ୍ଵିଟ୍‌ କରି ସୂଚନା ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ । ଆହତ ସମସ୍ୟା ପାଇଁ ଗତ ବର୍ଷ ମୁମ୍ବାଇ ପାଇଁ ଖେଳି ନଥିବା ଆର୍ଚର ଏଥର କମବ୍ୟାକ କରିଥିଲେ |

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp