ଅରୁଣାଚଳ ପ୍ରଦେଶରେ ଅନୁଭୁତ ହେଲା ଭୂମିକମ୍ପ |

ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ ଜିଲ୍ଲାରେ ୩.୨ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛନ୍ତି । ସକାଳ ୬.୩୪ ମିନିଟରେ ଭୂମିକମ୍ପ ହୋଇଥିବା ସୂଚନା ଦେଇଛି
ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ ଜିଲ୍ଲାରେ ଆଜି ସକାଳେ ଭୂମିକମ୍ପ ଝଟକା ଲାଗିଛି । ଭୂମିକମ୍ପର ତୀବ୍ରତା ୩.୨ ରହିଥିଲା । ଏହା ଭୂପୃଷ୍ଠରୁ ୩୩ କିମି ଭିତରେ କେନ୍ଦ୍ରୀଭୂତ ହୋଇଥିଲା । ତେବେ ଧନଜୀବନ କିଛି ହାନି ହୋଇନଥିବା ଖବର ମିଳିଛି । ସକାଳ ୬ଟା ୩୪ ମିନିଟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp