ଅଂଶୁଘାତରେ ୧୩ ଜଣଙ୍କ ମୃତ୍ୟୁ |

ମହାରାଷ୍ଟ୍ର ନଭି ମୁମ୍ବାଇ ଖାରଘରରେ ବଡ଼ ଅଘଟଣ । ଅଂଶୁଘାତରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ଭୂଷଣ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକ ଯୋଗ ଦେଇଥିଲେ । ପ୍ରବଳ ଖରା ଯୋଗୁଁ ପ୍ରାୟ ୬ ଶହରୁ ଅଧିକ ଲୋକ ଅଂଶୁଘାତର ଶିକାର ହୋଇଥିଲେ ।ମହାରାଷ୍ଟ୍ର ନଭି ମୁମ୍ବାଇ ଖାରଘରରେ ବଡ଼ ଅଘଟଣ । ଅଂଶୁଘାତରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ଭୂଷଣ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକ ଯୋଗ ଦେଇଥିଲେ । ପ୍ରବଳ ଖରା ଯୋଗୁଁ ପ୍ରାୟ ୬ ଶହରୁ ଅଧିକ ଲୋକ ଅଂଶୁଘାତର ଶିକାର ହୋଇଥିଲେ ।

ସେମାନଙ୍କ ମଧ୍ୟରୁ ୧୦୦ରୁ ଅଧିକ ଲୋକଙ୍କୁ ମେଡିକାଲ ପଠାଯାଇଥିଲା । ଅସୁସ୍ଥଙ୍କୁ ମେଡିକାଲରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଭେଟିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି । କାର୍ଯ୍ୟକ୍ରମ ପରିଚାଳନାରେ ତ୍ରୁଟି ଯୋଗୁଁ ଏଭଳି ବଡ଼ ଅଘଟଣ ଘଟିଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp